ଆସନ୍ତାକାଲି କୁମ୍ଭ ସଂକ୍ରାନ୍ତି, ସୂର୍ଯ୍ୟଦେବଙ୍କୁ ଖୁସି କରିବା ପାଇଁ କରନ୍ତୁ ଏହି ସ୍ୱତନ୍ତ୍ର ପୂଜା ବିଧି
ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହରାଜ କୁହାଯାଏ। ୧୨ ଟି ରାଶିର ରାଜା ହେଉଛନ୍ତି ସୂର୍ଯ୍ୟଦେବ। ତେବେ ସବୁ ଗ୍ରହ ମଧ୍ୟରୁ ସୂର୍ଯ୍ୟ ଓ ଚନ୍ଦ୍ର ଦେବ କଦାପି ବକ୍ରି ହୁଅନ୍ତି ନାହିଁ। ମାନେ ଏମାନେ କେବେବି ପଛୁଆ ଫେରିକି ରାଶି ପରିବର୍ତ୍ତନ କରନ୍ତି ନାହିଁ। ଏମାନେ ସର୍ବଦା ଗୋଚର ମାନେ…