Browsing Tag

archna nag issue

ବିଧାନସଭାରେ ଉଠିଲା ଅର୍ଚ୍ଚାନା ନାଗ ପ୍ରସଙ୍ଗ: ପ୍ରମିଳା ମଲ୍ଲିକ କହିଲେ ଏହା ସାଧାରଣ ଲୋକଙ୍କ ସମସ୍ୟା ନୁହେଁ

ଭୁବନେଶ୍ବର(କେନ୍ୟୁଜ୍):ବିରୋଧୀଙ୍କ ଅର୍ଚ୍ଚାନା ନାଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ସେ କହିଛନ୍ତି ବିଧାନସଭାରେ ଆଲୋଚନା କରିବା ପାଇଁ ଲୋକଙ୍କ ସମସ୍ୟାକୁ ନେଇ ଅନେକ ପ୍ରସଙ୍ଗ ଅଛି । ଅର୍ଚ୍ଚନା ନାଗ ପ୍ରସଙ୍ଗ ସାଧାରଣ ଲୋକଙ୍କ ସମସ୍ୟା ନୁହେଁ ।…