ତେଜୁଛି ବଲାଙ୍ଗିର ରାଜ ପରିବାର ଅର୍କେଶ-ଅଦ୍ରୀଜା ବିବାଦ
ବଲାଙ୍ଗିର ରାଜ ପରିବାର ଅର୍କେଶ-ଅଦ୍ରୀଜା ବିବାଦ ତେଜୁଛି । ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଦ୍ରୀଜା ମଞ୍ଜରୀ ସିଂଦେଓ । ଚାପ ହେବାରୁ ପବ୍ଲିକ ଇମେଜ ବଞ୍ଚାଇବା ପାଇଁ ପୋଲିସ ପଦକ୍ଷେପ ନେଉଛି । ଅଭିଯୋଗ ଅନୁସାରେ ସଠିକ ଦଫା ଲଗାଇ ମାମଲା ରୁଜୁ କରୁନଥିବା ଅଭିଯୋଗ…