ଏକାଠି ହେଲେ ଶହ ଶହ ମହିଳା, ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇଲେ ଦାବିପତ୍ର
ଆଠଗଡ଼: ସରକାରଙ୍କ ଚିଠି ମାଧ୍ୟମରେ ଘୋଷଣା ପରେ ଆଠଗଡ଼ ବ୍ଲକରେ ଏକାଠି ହେଲେ ଶହଶହ ମହିଳା । ମିଶନ ଶକ୍ତି ଗୃହ ଆଗରେ ଧାରଣାରେ ବସିରହିବା ସହ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ବିଡ଼ିଓଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।
ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘରେ ଇ ସି ସଦସ୍ୟଙ୍କ…