Browsing Tag

attack to death

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ । ଅଭିଯୁକ୍ତ ପୁତୁରାକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପାଟଣାଗଡ଼ ପୋଲିସ । କେଉଁ କାରଣ ପାଇଁ ଖୁଡ଼ିକୁ ପୁତୁରା ମାରିଲା ତାହା ଜଣା ପଡ଼ିନାହିଁ । ସୂଚନା ଅନୁଯାଇ, ପାଟଣାଗଡ଼…

ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ, ଧନୁ ତୀର ମାଡ଼ରେ ଚାଲିଗଲା ଜୀବନ

ନୂଆପଡା  : ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ଦାଥୁନାମା ଗାଁରେ ଅଘଟଣ  l ଧନୁ ତୀର ମାଡ଼ରେ ରାମଚନ ପହଁରିଆଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି  l ଦାଥୁନାମା ଗାଁର ଜଳାରାମ ପହଁରିଆ ଧନୁତୀରରେ ରାମଚନ ପହଁରିଆଙ୍କୁ ଆକ୍ରମଣ କରି ଜୀବନରୁ ମାରି ଦେଇଥିବା ଜଣାପଡିଛି  l ଘଟଣାର କାରଣ…