Browsing Tag

Attempt

ନୟାପଲ୍ଲୀ: ଦିନ ଦ୍ୱିପ୍ରହରେ ଯୁବତୀଙ୍କୁ ଅପହରଣ ଉଦ୍ୟମ: ତିନି ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୋଲିସ, ଚାଲିଛି ପଚରାଉଚରା

ଭୁବନେଶ୍ବର(କେନ୍ୟୁଜ୍): ନୟାପଲ୍ଲୀରେ ଯୁବତୀଙ୍କୁ ଅପହରଣ ଉଦ୍ୟମ । ଦିନ ଦ୍ୱିପ୍ରହରେ ଯୁବତୀଙ୍କୁ ଅପହରଣ ଉଦ୍ୟମ । ଅପହରଣ କରୁଥିବା ବେଳେ ପହଞ୍ଚିଲା ପିସିଆର । ଯୁବତୀଙ୍କୁ ସୁଇଫ୍ଟ କାରରେ ତିନି ଜଣ ଯୁବକଙ୍କ ଅପହରଣ ଉଦ୍ୟମ । ତିନି ଜଣଙ୍କୁ ଉଠାଇ ଆଣିଲା ପୋଲିସ । ଯୁବତୀଙ୍କ ଅଭିଯୋଗ ପରେ ତିନି…