Browsing Tag

axe

ବିନା ଆଧାର କାର୍ଡରେ କିଣି ପାରିବେନି କଟୁରୀ,ଏମିତି ନିୟମ ଆଣିଲା ପ୍ରଶାସନ

ପୁନେ : କେବେ ଶୁଣି ନଥିବେ ଆଧାର କାର୍ଡ ଦେଖାଇ ଜିନିଷ କିଣିବା କଥା । ହେଲେ ଏମିତି ନିୟମ ଜାରି କରାଯାଇଛି ମହାରାଷ୍ଟ୍ରର ପୁଣେରେ । ଏଠାରେ ଚାଷ ଉପକରଣ କଟୁରୀଟିଏ କିଣିବାକୁ ହେଲେ ମଧ୍ୟ ଆପଣଙ୍କୁ ଆଧାର କାର୍ଡ ଦେଖାଇବାକୁ ହେବ । ଯଦି କେହି ବିଶ୍ୱାସଯୋଗ୍ୟ ହେଉ ନାହାଁନ୍ତି ତେବେ ତାଙ୍କୁ…