Browsing Tag

Ayushman Yojana

କେନ୍ଦ୍ରର ଆୟୁଷ୍ମାନ ଯୋଜନା ଠାରୁ ରାଜ୍ୟର BSKY ଭଲ : ବିଜେଡି

ଭୁବନେଶ୍ୱର (କେନ୍ୟୁଜ): ଆୟୁଷ୍ମାନ ଯୋଜନାଠାରୁ BSKY ଭଲ। ସ୍ୱାସ୍ଥ୍ୟସେବାର ନୂଆ ମଡେଲ ସାରା ଭାରତବର୍ଷକୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବଜେଟ୍‌ରେ ଓଡ଼ିଶା ବିଜେପିର ମିଛ ପ୍ରଚାର ପଦାରେ ପଡ଼ିଛି ବୋଲି କହିଛି ବିଜେଡି। କେନ୍ଦ୍ର ଆୟୁଷ୍ମାନ ଯୋଜନାରେ ରାଜ୍ୟ ପାଇଁ ବ୍ୟୟବରାଦ କମିଛି । ତେବେ…