Browsing Tag

babar azam resigned

ପାକିସ୍ତାନ ଟିମକୁ ବଡ ଝଟକା: ଅଧିନାୟକ ପଦରୁ ଇସ୍ତଫା ଦେଲେ ବାବର ଆଜମ୍

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଟିମ୍ ଅଧିନାୟକ ପଦ ଛାଡିଲେ ବାବର ଆଜମ୍ । ବିଶ୍ବକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିଭିନ୍ନ ଆଡୁ କଡ଼ା ସମାଲୋଚନାର ଶିକାର ହୋଇଥିଲେ । ଏହାପରେ କ୍ୟାପଟେନ୍ ପଦରୁ ସେ ଇସ୍ତଫା ଦେଇଛନ୍ତି । ତେବେ ଇସ୍ତଫାପତ୍ରରେ ଅଧିନାୟକ ପଦ ଛାଡିବାର କୌଣସି କାରଣ ଉଲ୍ଲେଖ…