Browsing Tag

bacteria free smartphone

ବ୍ୟାକ୍ଟେରିଆ ଫ୍ରି ସ୍ମାର୍ଟଫୋନ୍: ଭାରତରେ ଲଞ୍ଚ ହେଲା ଇନଫିନିକ୍ସ ସ୍ମାର୍ଟ 6, ପଡ଼ିବନି ବ୍ୟାକ୍ଟେରିଆ ପ୍ରଭାବ

କରୋନା ବଢିବା ପରେ ବର୍ତ୍ତମାନ ସବୁ ଜିନିଷରେ ଆସୁଛି ବ୍ୟାକ୍ଟେରିଆ ପ୍ରୋଟେକ୍ସନ୍। ତେଣୁ ଟେକ୍ନୋଲଜି ଦୁନିଆ ମଧ୍ୟ ଏହା ଠାରୁ ପଛାଇ ନାହିଁ। ଇନଫିନିକ୍ସ ସ୍ମାର୍ଟ 6 ଭାରତରେ ଲଞ୍ଚ ହୋଇଛି ଓ ଏହି ଫୋନ୍ ହେଉଛି ବ୍ୟାକ୍ଟେରିଆ ଫ୍ରି। ପୁଣି ଏହାର ମୂଲ୍ୟ ମଧ୍ୟ କମ୍ ୭ ହଜାର ୪୯୯ ଟଙ୍କା ରଖାଯାଇଛି।…