Browsing Tag

balangir accident

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌, ୨ ଶିଶୁଙ୍କ ସମେତ ୫ ମୃତ

ବଲାଙ୍ଗୀରି (କେନ୍ୟୁଜ): ମଧ୍ୟରାତ୍ରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍‌କୁ ପିଟିଲା କାର୍‌ । ଏଥିରେ ୨ ଶିଶୁଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୨ ଜଣ । ୨୬ ନମ୍ବର ଜାତୀୟ ରାଜପଥରେ । ମୃତକଙ୍କ ମଧ୍ୟରେ ଅଛନ୍ତି ୨ ଜଣ ପୁରୁଷ, ଜଣେ ମହିଳା ଓ ୨ ଜଣ ଶିଶୁ ।…