ରାଜ୍ୟରେ ଅଂଶୁଘାତରେ ପ୍ରଥମ ମୃତ୍ୟୁ, ଏସଆରସି କାର୍ଯ୍ୟାଳୟ ପକ୍ଷରୁ ସୂଚନା
ରାଜ୍ୟରେ ଅଂଶୁଘାତରେ ପ୍ରଥମ ମୃତ୍ୟୁ । ଏସଆରସି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ୱର : ରାଜ୍ୟରେ ଅଂଶୁଘାତରେ ପ୍ରଥମ ମୃତ୍ୟୁ । ଏସଆରସି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ହେଲେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ମହେଶପୁର ଅଞ୍ଚଳର ଲକ୍ଷ୍ମୀକାନ୍ତ ସାହୁ। ତାଙ୍କ ବୟସ ୬୨ ବୋଲି ଜଣାପଡିଛି। ଏହା ପୂର୍ବରୁ ଏପ୍ରିଲ ପ୍ରଥମ ସପ୍ତାହରେ ଅଶୁଂଘାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ପୋଷ୍ଟମର୍ଟମ ପରେ ଏହା ଅଂଶୁଘାତଜନିତ ମୃତ୍ୟୁ ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା