ମହାନଦୀରେ ବୁଡ଼ିଲା ଡ଼ଙ୍ଗା, ଜଣେ ମୃତ , ୭ ନିଖୋଜ 

ମହାନଦୀରେ ବୁଡ଼ିଲା ଡ଼ଙ୍ଗା  l ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଶରଧାରୁ କିଛି ଲୋକେ ବରଗଡ଼ ଜିଲ୍ଲା ବାଞ୍ଜିପାଲିକୁ ଯାଉଥିବାବେଳେ ଡ଼ଙ୍ଗା ବୁଡିଛି । 

ଝାରସୁଗୁଡା : ମହାନଦୀରେ ବୁଡ଼ିଲା ଡ଼ଙ୍ଗା  l ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଶରଧାରୁ କିଛି ଲୋକେ ବରଗଡ଼ ଜିଲ୍ଲା ବାଞ୍ଜିପାଲିକୁ ଯାଉଥିବାବେଳେ ଡ଼ଙ୍ଗା ବୁଡିଛି ।  ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ୭ଜଣ ନିଖୋଜ ଥିବା ସୂଚନା ମିଳିଛି । ଡ଼ଙ୍ଗାରେ ପ୍ରାୟ ୫୦ରୁ ଅଧିକ ମହିଳା, ପୁରୁଷ ଓ ଛୋଟ ପିଲା ଥିଲେ  l ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ବାରା ଉଦ୍ଧାର ଉଦ୍ୟମ ଜାରି ରହିଛି ।  ୫୦ ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୩୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କର ପତ୍ତା ମିଳୁନି।  ପୁଲିସ ଓ ଅଗ୍ନିଶମ ବାହନୀ ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.