ହୁଳୁହୁଳା ପୋଲରେ ୨ ଫୁଟର ପାଣି, ଯାତାୟାତ ଠପ୍
ବାଙ୍କୀ (କେନ୍ୟୁଜ): ହୁଳୁହୁଳା ପୋଲରେ ୨ ଫୁଟର ପାଣି । ବନ୍ୟାଜଳ ଆସିବା ଯୋଗୁ ହୁଳୁହୁଳା ପୋଲ ଉପରେ ପାଣି ଚାଲୁଛି । ପାଣି ଯୋଗୁ ଯାତାୟତ ଠପ୍ ହୋଇଯାଇଛି । ଲୋକେ ବିପଦପୂର୍ଣ୍ଣ ଭାବେ ପାଣିରେ ଯିବା ଆସିବା କରୁଛନ୍ତି । ବାଙ୍କୀ ବ୍ଲକର ଉତ୍ତର ପାର୍ଶ୍ବରେ ଥିବା ପଞ୍ଚାୟତ ଅଫିସକୁ ଯିବା ଆସିବା…