Browsing Tag

bar election

ଆଜି ଓକିଲ ସଂଘ ମତଦାନ: ହାଇକୋର୍ଟ ସମେତ ରାଜ୍ୟର ୧୫୧ଟି ବାର ଆସୋସିଏସନରେ ଚାଲିଛି ନିର୍ବାଚନ

କଟକ(କେନ୍ୟୁଜ୍): ଆଜି ହାଇକୋର୍ଟ ବାର ଆସୋସିଏସନ ସମେତ ରାଜ୍ୟର ୧୫୧ ଟି ବାର ଆସୋସିଏସନରେ ନିର୍ବାଚନ ଅନୁଷ୍ଠିତ ହେଉଛି। ସକାଳ ୮ ଟାରୁ ଦିନ ୩ ଟା ପର୍ଯ୍ୟନ୍ତ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି। ବାର କାଉନସିଲ ଅଫ ଇଣ୍ଡିଆର ନିଷ୍ପତ୍ତି କ୍ରମେ ଗତ କିଛି ବର୍ଷ ଧରି ୱାନ ବାର ୱାନ ଭୋଟ ବ୍ୟବସ୍ଥା…