ବନ୍ଦ ଘରୁ ମିଳିଲା ବାର ଡ୍ୟାନ୍ସରଙ୍କ ମୃତଦେହ
ଭୁବନେଶ୍ୱର(କେନିୟୁଜ) : ପୁଣି ରାଜଧାନୀରେ ବାର ଡ୍ୟାନ୍ସରଙ୍କ ସନ୍ଦେହଜନକ ମୃତ୍ୟୁ । ବନ୍ଦ ଘରେ ରକ୍ତାକ୍ତ ଅବସ୍ଥାରେ ପଡିଛି ମୃତଦେହ । ପାହାଳ ଥାନା ଅନ୍ତର୍ଗତ ଶିବଶକ୍ତି ନଗରରେ ଅଘଟଣ। ମୃତ ଯୁବତୀଙ୍କ ଛଦ୍ମନାମ ଚାରୁ, ଘର ଚଣ୍ଡୀଗଡ଼। କଟକ ରୋଡର ଏକ ଡ୍ୟାନ୍ସ ବାର ରେ କାମ କରୁଥିଲେ ଯୁବତୀ…