Browsing Tag

bar girl dead

ଭୁବନେଶ୍ବର ଦୀପାଳି ବାରରେ ଯୁବତୀଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ, ସାମ୍ନାକୁ ଆସିଲା ଆଉ ଜଣେ ଯୁବକଙ୍କ ନାଁ

ଭୁବନେଶ୍ୱର(କେନ୍ୟୁଜ୍):  ଭୁବନେଶ୍ବର ଦୀପାଳି ବାରରେ ଯୁବତୀଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ । ସାମ୍ନାକୁ ଆସିଲା ଆଉ ଜଣେ ଯୁବକଙ୍କ ନାଁ । ଲକ୍ଷ୍ମୀସାଗର ଥାନାରେ ପଚରାଉଚରା ପରେ ମୁହଁ ଖୋଲିଲେ ପୁରୁଷ ବଂଧୁ ସଞ୍ଜୟ । ବ୍ରେକଅପ ପରେ ସେହି ଯୁବକଙ୍କ ସହ ସମ୍ପର୍କରେ ଥିଲେ ଶୁଭଲକ୍ଷ୍ମୀ ।…