Browsing Tag

bdo humanity

ବିଡିଓ ମାଟି ହାଣିଲେ ଆଉ ମାଟି ବୋହିଲେ, ମୟୁରଭଞ୍ଜ ରରୁଆଁ ବିଡିଓଙ୍କୁ ପ୍ରଶଂସାର ସୁଅ ଛୁଟୁଛି

କରଞ୍ଜିଆ (କେନ୍ୟୁଜ୍‌) : ଏତେ ଟାଣ ଖରା ଯେ ଘରୁ ବାହାରିବା ମୁସ୍କିଲ ହୋଇ ପଡୁଛି । ତେଣୁ ରାଜ୍ୟ ସରକାର ଶ୍ରମିକମାନଙ୍କୁ ତାତି ବଢ଼ିଲା ପରେ ବାହାରେ କାମ କରିବାରୁ ବାରଣ କରିଛନ୍ତି । ତେବେ ଏହି ଗାଇଡ୍‌ ଲାଇନ୍‌ ଭିତରେ ରହି କାମ କରୁଥିବା ଶ୍ରମିକଙ୍କ ଭିତରେ ଆଜି କିଛି ଭିନ୍ନ କଥା ଦେଖିବାକୁ…