Below header
Browsing Tag

best tech news

ଲଞ୍ଚ ହେଲା 5G ଫୋନ୍, ଜାଣନ୍ତୁ ଏହାର ମୂଲ୍ୟ ଓ ବେଷ୍ଟ ଫିଚର୍ ବିଷୟରେ

ଭାରତରେ ଲଞ୍ଚ ହୋଇସାରିଛି 5G ନେଟୱାର୍କ। ଯାହା ଅନେକ କ୍ଷେତ୍ରରେ ବିପ୍ଳବ ଆଣିବ ବୋଲି ଆଶା କରାଯାଉଛି। ତେବେ ଆଜି ଭାରତରେ ଲଞ୍ଚ ହୋଇଛି 5G ଫୋନ୍ Lava Blaze। ଲାଭା ବ୍ଲେଜ୍ 5G ଏକ 6.5 ଇଞ୍ଚ ର HD + IPS ଡିସପ୍ଲେକୁ Widevine L1 ପାଇଁ ସମର୍ଥନ କରିଥାଏ ଯାହାର ଅର୍ଥ ହେଉଛି ଆପଣ ଆମାଜନ୍…

ଇନ୍‌ଷ୍ଟାଗ୍ରାମ ଲଞ୍ଚ୍‌ କଲା ଆଉ ଏକ ଜବରଦସ୍ତ ଫିଚର ‘ନୋଟ୍‌ସ’; ଜାଣନ୍ତୁ ଏହାର ଖାସିୟତ୍‌

ମେଟାର ମାଲିକାନା ଦାବି ଥିବା ମ୍ୟାସେଜିଂ ପ୍ଲାଟଫର୍ମ ‘ଇନ୍‌ଷ୍ଟାଗ୍ରାମ’ ସମୟ ସମୟରେ ନୂଆ ନୂଆ ଫିଚର ୟୁଜରମାନଙ୍କ ପାଇଁ ଆଣିଥାଏ। ଏବେ କମ୍ପାନୀ ପୁଣି ଏକ ନୂଆ ଫିଚର ‘ନୋଟ୍‌ସ’ ଲଞ୍ଚ୍‌ କରିଛି। ଏହି ଫିଚର ୟୁଜରମାନଙ୍କୁ ଛୋଟ ଛୋଟ ନୋଟ୍‌ସ ବନାଇବାକୁ ଅନୁମତି ଦେଇଥାଏ। ୟୁଜରମାନଙ୍କ ଦ୍ୱାରା…

ଏବେ ସିମ କାର୍ଡର ଆବଶ୍ୟକତା ନାହିଁ, ବିନା ସିମ କାର୍ଡରେ ଫୋନ ବ୍ୟବହାର କରି ପାଇବେ ସବୁ ସୁବିଧା

କେମିତି ହେବ ଯଦି ଆପଣ ବିନା ସିମ୍‌ କାର୍ଡରେ ମୋବାଇଲ ଫୋନକୁ ବ୍ୟବହାର କରିବେ? ଏହାକୁ ଶୁଣିଲେ ହିଁ ଜଣେ ଆଶ୍ଚର୍ଯ୍ୟ ହୋଇଯିବ ନିଶ୍ଚୟ। କାରଣ ଗୋଟିଏ ମୋବାଇଲ ଫୋନ ସିମ କାର୍ଡ ବିନା ଅଧୁରା ହୋଇଥାଏ। ସିମ କାର୍ଡ ବିନା ଜଣେ ଫୋନ ବ୍ୟବହାର କରିପାରିବ ସତ । କିନ୍ତୁ ତାର ଫାଇଦା ବେଶି ମିଳିବ…

ଜାଣନ୍ତୁ 5G ସର୍ଭିସ୍ କ’ଣ ଓ ଏହାକୁ ନେଲେ ଆପଣଙ୍କୁ ମିଳିବ କେଉଁ ସବୁ ସୁବିଧା ଓ ଇଣ୍ଟରନେଟ୍ ଚାଲିବ କେତେ ଫାଷ୍ଟ

ଭାରତରେ ଆଜିଠାରୁ ଆରମ୍ଭ ହୋଇଛି 5G ସେବା। ଆଜି ଏହି ସେବା ଉନ୍ମୋଚନ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା। ଆଜିଠାରୁ ଆରମ୍ଭ ହୋଇଛି  5G ଟେକ୍ନୋଲୋଜି। ଭାରତରେ ମୋବାଇଲ୍ ବ୍ୟବହାରକାରୀଙ୍କୁ ନିରବିହୀନ କଭରେଜ୍, ହାଇ ଡାଟା ହାର, କମ୍ ବିଳମ୍ବତା ଏବଂ ନିର୍ଭରଯୋଗ୍ୟ ଯୋଗାଯୋଗ…

ଗ୍ରାହକଙ୍କୁ କାଙ୍ଗାଳ କରି ଦେବନି ତ 5G ସେବା! ସଚେତନ କଲେ ବିଶେଷଜ୍ଞ; ହୋଇପାରେ ଆପଣଙ୍କ ଆକାଉଣ୍ଟ ଖାଲି

କୁହାଯାଉଛି ଯେ 4G ତୁଳନାରେ 5Gରେ ୧୦ ଗୁଣା ଅଧିକ ସ୍ପିଡ୍‌ ମିଳିବ। ଯଦିଓ 5G ଲଞ୍ଚ ପରେ ଲୋକମାନେ ଏଥିରୁ ଅନେକ ଲାଭ ପାଇ ପାରିବେ, କିନ୍ତୁ ଏହା ସହିତ ଆମକୁ କିଛି କ୍ଷତି ମଧ୍ୟ ସହିବାକୁ ପଡ଼ିପାରେ। 5G ନାମରେ ଠକମାନେ ଚୁଟ୍‌କିରେ ଆପଣଙ୍କ ଆକାଉଣ୍ଟ ଖାଲି କରିଦେଇ ପାରନ୍ତି। ଦି ଇକୋନୋମିକ୍ସ…

VI ର ଏହି ପ୍ଳାନରେ ୩ ମାସ ପର୍ଯ୍ୟନ୍ତ ଓଟିଟି ପ୍ଲାଟଫର୍ମ ସହିତ ଉଠାନ୍ତୁ ଅନ୍ୟାନ୍ୟ ଫାଇଦା

ସିନେମା ସହିତ ଓଟିଟି କଣ୍ଟେଟର ଫଲୋର୍ସ ଏବେ ଖୁବ ବଢ଼ିବାରେ ଲାଗିଛି। କିନ୍ତୁ ଏହିସବୁ କଣ୍ଟେଟରେ ଭିଓର୍ସଙ୍କୁ ଏନଗେଜ୍‌ କରାଇବା ପାଇଁ ପ୍ଲାଟଫର୍ମ କୁ ଏକ ମେମ୍ବରସିପ ଫିସ ଦିଆଯାଏ। ଏହାର ଦାମ କମ ଥିଲେ ମଧ୍ୟ କେତେକ ଏହି ସବସ୍କ୍ରିପସନକୁ ନେବା ପାଇଁ ଇଚ୍ଛା କରନ୍ତି ନାହିଁ। କାରଣ ଏହା ତାଙ୍କ…

ଜିଓର ପ୍ରଥମ 5G ଫୋନ୍ ୧୦ ହଜାରରୁ କମ୍ ଟଙ୍କାରେ ହେବ ଲଞ୍ଚ, ବହୁତ ଭଲ ରହିଛି ଫିଚର୍

ବର୍ତ୍ତମାନ ଜିଓ ରିଚାର୍ଜ ଠାରୁ ଆରମ୍ଭ କରି ଏହାର ଛୋଟ ଫୋନ୍ ପାଇଁ କ୍ରେଜ୍ ବଢ଼ି ଚାଲିଛି। ପୁଣି ବର୍ତ୍ତମାନ ମଧ୍ୟ ମାର୍କେଟକୁ ଆସିବାକୁ ଯାଉଛି ଆଉ ଏକ ଜିଓ ସ୍ମାର୍ଟ ଫୋନ୍। ଏହାର ଫିଚର୍ ମଧ୍ୟ ଖୁବ୍ ଆକର୍ଷଣୀୟ ରହିଛି। ତେବେ ବର୍ତ୍ତମାନ ଜିଓ ଫୋନ୍ ନିଜର ଆଉ ଏକ ନୂଆ ସ୍ମାର୍ଟଫୋନ୍ jio…

ଜିପିଏସ୍ ସହିତ ଲଞ୍ଚ ହେଲା Truke ସ୍ମାର୍ଟୱାଚ୍ : ମାତ୍ର ୮୯୯ ଟଙ୍କାରେ ମାର୍କେଟରେ ଉପଲବ୍ଧ, ଜାଣନ୍ତୁ ଏହାର ଫିଚର୍

ଯଦି ଆପଣ ସ୍ମାର୍ଟୱାଚ କିଣିବା ପାଇଁ ଇଚ୍ଛା କରୁଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ବେଷ୍ଟ ସ୍ମାର୍ଟୱାଚ। ଯାହାକି ଜଳ ପ୍ରତିରୋଧକ ସହିତ ଆସିଛି। ତେବେ Truke Horizon କୁ ଆପଣ କିଣି ପାରିବେ ବେଷ୍ଟ ପ୍ରାଇସ୍ ସହ। ଏହି ୱାଚ P68 ମାନ୍ୟତା ପାଇଛି। ଏଥିରେ ଅନେକ ପ୍ଲେ ମୋଡ୍ ମଧ୍ୟ ଦିଆଯାଇଛି।…

ଫ୍ଲିପକାର୍ଟ ସେଲ୍: ୨୦ ହଜାର ଟଙ୍କା ତଳେ ସର୍ବୋତ୍ତମ ସ୍ମାର୍ଟଫୋନ୍, ରହିଛି 108MP କ୍ୟାମେରା

ଆରମ୍ଭ ହୋଇ ସାରିଛି ଫ୍ଲିପକାର୍ଟ ବିଗ୍ ବିଲିୟନ ଡେ ୨୦୨୨। ଯେଉଁଥିରେ ଆପଣ କିଣି ପାରିବେ ନିଜ ମନ ପସନ୍ଦର ଜିନିଷ। ଫ୍ଲିପକାର୍ଟର ଏହି ବିକ୍ରୟ ସେପ୍ଟେମ୍ବର ୨୯ ପର୍ଯ୍ୟନ୍ତ ଚାଲିବ। ଏହି ସେଲରେ ଆପଲ୍ ଠାରୁ ସାଓମି, ସାମସଙ୍ଗ, ମୋଟରୋଲା ଭଳି କମ୍ପାନୀଗୁଡିକରେ ଫୋନରେ ରିହାତି ଦିଆଯାଉଛି। ଏହା…

ମାତ୍ର ୧,୯୦୦ ଟଙ୍କାରେ ନେଇ ଆସନ୍ତୁ ଏହି ସିସିଟିଭି କ୍ୟାମେରା; ୩୬୦ ଡିଗ୍ରୀ ବୁଲି ପୂରା ଘର ଉପରେ ରଖିବ ନଜର!

ଭାରତର ଅଧିକାଂଶ ଘରେ ସୁରକ୍ଷାର କୌଣସି ବ୍ୟବସ୍ଥା ନ ଥାଏ। କିଛି ଅଞ୍ଚଳ ଏମିତି ବି ରହିଛି, ଯେଉଁଠି ଚୋରି, ଡକାୟତି ଭଳି ଘଟଣା ଅଧିକ ମାତ୍ରାରେ ଘଟିଥାଏ। ଏହିଭଳି ଅଞ୍ଚଳମାନଙ୍କରେ ଲୋକଙ୍କୁ ସବୁବେଳେ ସୁରକ୍ଷା ଭୟ ଘାରି ରହିଥାଏ। ହେଲେ ଲୋକମାନେ ବଜେଟ୍‌ ଅଭାବରୁ ନିଜ ଘରର ସୁରକ୍ଷା ପାଇଁ କିଛି…

Realme C30s, Realme GT Neo 3T ବିକ୍ରୟ ଭାରତରେ ଆରମ୍ଭ, ଜାଣନ୍ତୁ ମୂଲ୍ୟ ଏବଂ ଫିଚର୍ ସହିତ ଅଫର

ସମସ୍ତ ଫୋନ୍ ନିଜର ନୂଆ ନୂଆ ଅପଡେଟ ଭର୍ସନ ମାର୍କେଟରେ ଲଞ୍ଚ କରୁଛନ୍ତି। ଯାହା ଅପଗ୍ରେଡ ହୋଇ ଭଲ ଫିଚର୍ ସହିତ ମାର୍କେଟରେ ଉପଲବ୍ଧ ହେଉଛି। ତେବେ Realme C30s ଏକ ବଜେଟ୍ ଫୋନ୍ ଲଞ୍ଚ କରିଛି, ଯାହା କେବଳ ୧୦,୦୦୦ ଟଙ୍କା ତଳେ ଆସେ। ଏହି ସ୍ମାର୍ଟଫୋନକୁ ବିକ୍ରିରେ ରିହାତି ସହିତ…

Airtel ୟୁଜର୍ସ ଖୁସି ହୋଇ ଯାଆନ୍ତୁ! ମାଗଣାରେ ମିଳୁଛି 5 GB ଇଣ୍ଟରନେଟ୍‌, ଜଲ୍‌ଦି ଉଠାନ୍ତୁ ଫାଇଦା

ଟେଲିକମ୍‌ ଜଗତର ଦ୍ୱିତୀୟ ବୃହତ୍ତମ କମ୍ପାନୀ ‘ଭାରତୀ ଏୟାରଟେଲ’ ଉତ୍ସବ ପୂର୍ବରୁ ନିଜ ଗ୍ରାହକମାନଙ୍କ ପାଇଁ ଏକ ଖାସ୍‌ ଉପହାର ନେଇ ଆସିଛି। ଏୟାରଟେଲ ନିଜ ପ୍ରିପେଡ୍‌ ଗ୍ରାହକମାନଙ୍କୁ 5 GB ଡାଟା ମାଗଣାରେ ଦେଉଛି। ଏହି ଡାଟା ୟୁଜରମାନଙ୍କୁ ସେତେବେଳେ ପ୍ରଦାନ କରାଯିବ, ଯେତେବେଳେ ସେମାନେ…