ଭଦ୍ରକରେ ବନ୍ଧା ହେଲେ ଦୁଇ ଦୁର୍ଦ୍ଦାନ୍ତ ଚୋର, ମଠ ମନ୍ଦିରକୁ କରୁଥିଲେ ଟାର୍ଗେଟ
ଭଦ୍ରକ: ଭଦ୍ରକରେ ବନ୍ଧା ହେଲେ ଦୁଇ ଦୁର୍ଦ୍ଦାନ୍ତ ଚୋର । ପୋଲିସକୁ ଦେଖି ବାୟା ହୋଇ ବିଲକୁ ଦୌଡୁଥିଲା । ମାଡିବସିଲା ପୋଲିସ । ମଠ ମନ୍ଦିରକୁ କରୁଥିଲେ ଟାର୍ଗେଟ । ଚୋରି କରି ପେଟ ପୋଷୁଥିଲେ । କେଉଁଠି କଂସା ବାସନ ତ ଆଉ କେଉଁଠି ପୂଜା ଉପକରଣ । କିଛିଦିନ ହେବ ଏମାନେ ଲୋକଙ୍କ ନିଦ ହଜେଇ…