ଅକ୍ଟୋବର ୨୩ରୁ ଦିଲ୍ଲୀରୁ ବାହାରିବ କଂଗ୍ରେସର ନ୍ୟାୟ ଯାତ୍ରା
କଂଗ୍ରେସ ଅକ୍ଟୋବର ୨୩ରୁ ନ୍ୟାୟ ଯାତ୍ରା ଆରମ୍ଭ କରିବ । ଏହି ଯାତ୍ରାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଯୋଗଦେବେ । ଉତ୍ସବକୁ ଦୃଷ୍ଟିରେ ରଖି ଏହି ଯାତ୍ରା ଚାରୋଟି ପର୍ଯ୍ୟାୟରେ ଚାଲିବ । ଅକ୍ଟୋବର ୨୩ରୁ ନ୍ୟାୟ ଯାତ୍ରା ଆରମ୍ଭ ହୋଇ ନଭେମ୍ବର ୨୮ରେ ଶେଷ ହେବ ।…