Browsing Tag

bhatarika temple

Bhatarika Flood: ଭଟ୍ଟାରିକାଙ୍କ ମନ୍ଦିର ଛୁଇଁଲା ମହାନଦୀ ବନ୍ୟାଜଳ, ୬ ଫୁଟର ପାଣି ପ୍ରବାହିତ

ନରସିଂହପୁର: ମା ଭଟ୍ଟାରିକାଙ୍କ ପୀଠରେ ଚଳିତ ବର୍ଷର ଦ୍ୱିତୀୟ ଥର ପାଇଁ ବନ୍ୟା ଜଳ ମା'ଙ୍କ ବେଢା ଛୁଇଁଛି । ମହାନଦୀର ଜଳସ୍ତର ବଢ଼ିବା ସହ ମନ୍ଦିର ବେଢ଼ାରେ ବନ୍ୟା ପାଣି ପ୍ରବେଶ କରିଛି । ଫଳରେ କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ଛୁଇଁଲା ମହାନଦୀ…

ମା ଭଟ୍ଟାରିକାଙ୍କ ପୀଠରେ ପ୍ରବେଶ କଲା ମହାନଦୀର ପ୍ରଥମ ବନ୍ୟାଜଳ

ନରସିଂହପୁର : କଟକ ଜିଲ୍ଲା ବଡମ୍ବାର ପ୍ରସିଦ୍ଧ ଠାକୁରାଣୀ ମା ଭଟ୍ଟାରିକାଙ୍କ ପୀଠରେ ମହାନଦୀର ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି। ଏହା ସହ ମନ୍ଦିର ବେଢା ଛୁଇଁଛି ବନ୍ୟାଜଳ। ପାଣି ଧୀରେ ଧୀରେ ବଢ଼ୁଥିବାରୁ କିଛି ଘଣ୍ଟାରେ ମନ୍ଦିରରେ ପ୍ରବେଶ କରିବା ବୋଲି ଅନୁମାନ କରାଯାଉଛି । ପ୍ରଶାସନ ଓ…

ଭଟ୍ଟାରିକା ପୀଠରେ ୧୪୪ ଧାରା ଲାଗୁ, ଜନଗହଳି ଏଡାଇବାକୁ ପ୍ରଶାସନର ନିଷ୍ପତ୍ତି

ନରସିଂହପୁର (କେନ୍ୟୁଜ): ମହାନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁ କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି । ଏନେଇ ଭଟ୍ଟାରିକା ପୀଠରେ ୧୪୪ ଧାରା ଜାରି କରାଯାଇଛି । ଆଠଗଡ଼ ଦେବୋତ୍ତର ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି ହୋଇଛି ।…