ଇଣ୍ଡିଗୋର ଖାସ୍ ଅଫର, ନଭେମ୍ବର ୧ରୁ ମାତ୍ର ୨୩୯୦ଟଙ୍କାରେ କରିପାରିବେ ବିମାନ ଯାତ୍ରା
ନୂଆଦିଲ୍ଲୀ : ବିମାନ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖାସ୍ ଅଫର । ଦୀପାବଳି ପାଇଁ ଖାସ୍ ଅଫର ଆଣିଦେଇଛି ଇଣ୍ଡିଗୋ ଏୟାରଲାଇନ୍ସ । ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ନୂଆ ଅଫର୍ ଫ୍ଲାଇଂ କନେକ୍ସନ ସେଲ୍ ଆଣିଦେଇଛି । ଏହି ସେଲ୍ ୧୩ ଅକ୍ଟୋବରରୁ ଆରମ୍ଭ ହୋଇ ୧୭ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ଆପଣ ୧…