Browsing Tag

bigg boss winner

ଖୁସି ଖବର ଦେଲେ ବିଗ୍ ବସ୍ ୧୭ ବିଜେତା ମୁନାୱର, ସେଲିବ୍ରିଟ୍ ଜଣାଇଲେ ଶୁଭେଚ୍ଛା

ବାପା ହେଲେ ବିଗ୍ ବସ୍ ୧୭ ବିଜେତା ତଥା ଷ୍ଟାଣ୍ଡ-ଅପ୍ କମେଡିଆନ୍ ମୁନାୱର ଫାରୁକି । ମୁନାୱରଙ୍କ ପତ୍ନୀ ମହଜବିନ୍ କୋଟାୱାଲା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ମୁନାୱର ଗତକାଲି ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି । ମୁନାୱର ତାଙ୍କ ନବଜାତ ଶିଶୁ…

ହସ୍ପିଟାଲରେ ଆଡମିଟ୍ ହେଲେ ସନା ମକବୁଲ, ଲିଭର ଜନିତ ରୋଗରେ ଥିଲେ ପୀଡିତ

ବିଗ୍ ବସ୍ ଓଟିଟି ୩ ବିଜେତା ସନା ମକବୁଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ନିକଟରେ ତାଙ୍କ ପରିବାର ସହିତ ଇଦ୍ ପାଳନ କରୁଥିବାର କିଛି ଫଟୋ ପୋଷ୍ଟ କରିଥିଲେ । ଏହାର କିଛି ସମୟ ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ଯଦିଓ ତାଙ୍କ ଅସୁସ୍ଥତା ବିଷୟରେ ଏପର୍ଯ୍ୟନ୍ତ କୌଣସି ସରକାରୀ…

‘ବିଗ୍ ବସ୍ ୧୮’ର ବିଜେତା ହେଲେ କରଣବୀର ମେହେରା, ଟ୍ରଫି ସହ ନେଲେ ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି

ସଲମାନ ଖାନ ହୋଷ୍ଟେଡ୍ ଶୋ ‘ବିଗ୍ ବସ୍ ୧୮’କୁ ମିଳିଯାଇଛି ବିଜେତା । ଶୋ’ର ଟ୍ରଫି ଜିତିଛନ୍ତି କରଣବୀର ମେହେରା । ପ୍ରଶଂସକମାନେ ଯାହା ଆଶା କରିଥିଲେ, ଶେଷରେ ତାହା ହିଁ ହୋଇଛି । କରଣ ଟ୍ରଫି ସହ ୫୦ ଲକ୍ଷ ଟଙ୍କା କ୍ୟାଶ୍ ପ୍ରାଇଜ୍ ଘରକୁ ନେଇଛନ୍ତି । ଶୋ’ର ରନର୍ ଅପ୍ ହୋଇଛନ୍ତି ଭିଭିୟାନ୍…

‘ବିଗ୍ ବସ୍ ଓଟିଟି ୩’ ର ବିଜେତା ହେଲେ ସନା ମକବୁଲ୍, ଟ୍ରଫି ସହିତ ଜିତିଲେ ୨୫ ଲକ୍ଷ ଟଙ୍କା

'ବିଗ୍ ବସ୍ ଓଟିଟି ୩' ର ବିଜେତା ଘୋଷିତ ହୋଇଛି । ଦେଢ ମାସ ଧରି ଚାଲିଥିବା ଏହି ସୋ ଶେଷରେ ଏହାର ବିଜେତା ପାଇଛି । ସନା ମକବୁଲ୍ ଏହି ସିଜିନର ଟ୍ରଫି ଜିତିଛନ୍ତି । ସନା ମକବୁଲଙ୍କ ସହ କ୍ରିତିକା ମଲିକ, ରଣଭୀର ଶୋରେ, ରାପର ନାଜି ଏବଂ ସାଇ କେଟାନ ୫ଜଣ ଫାଇନାଲିଷ୍ଟ ହୋଇଥିଲେ । କିନ୍ତୁ ସନା…

ମ୍ୟାରେଜ୍‌ ପରେ ଦ୍ୱିତୀୟ ପତ୍ନୀଙ୍କ ସହ ନଜର ଆସିଲେ ମୁନାୱର, ଭାଇରାଲ ହେଉଛି ଫଟୋ

ମୁନାଓ୍ଵର ଫାରୁକିଙ୍କ ଦ୍ୱିତୀୟ ବିବାହ କଥା ସାମ୍ନାକୁ ଆସିବା ପରେ ଠାରୁ ଏହା ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ରହିଛି । ଏହି ଖବର ସାମ୍ନାକୁ ଆସିବା ମାତ୍ରେ ପ୍ରଶଂସକମାନେ ସରପ୍ରାଇଜ୍‌ ହୋଇଯାଇଥିଲେ । ମୁନାୱର ଫାରୁକିଙ୍କ ବିବାହ ସିକ୍ରେଟ୍‌ ଭାବେ ହୋଇଥିବାରୁ, ଏହି କପଲଙ୍କର କୌଣସି ଫଟୋ…

ହସପିଟାଲରୁ ଡିସଚାର୍ଜ ପରେ ବିବାହ ବନ୍ଧନରେ ବାନ୍ଧି ହେଲେ କି ମୁନାଓ୍ଵର ଫାରୁକି ?

ଷ୍ଟାଣ୍ଡଅପ୍ କମେଡିଆନ ତଥା ବିଗ୍ ବସ୍ ବିଜେତା ମୁନାଓ୍ଵର ଫାରୁକି ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ପ୍ରଫେସନାଲ ଲାଇଫ୍‌ ଅପେକ୍ଷା ପର୍ସନାଲ ଲାଇଫ୍‌ ଯୋଗୁ ସେ ଅଧିକ ହେଡଲାଇନରେ ରହିଥାନ୍ତି । ଏବେ ପୁଣି ଥରେ ମୁନାଓ୍ଵରଙ୍କ ପର୍ସନାଲ ଲାଇଫ୍‌କୁ ନେଇ କିଛି ଖବର ରହିଛି । ତେବେ ଖବର…

ହସପିଟାଲରେ ଭର୍ତ୍ତି ହେଲେ ବିଗବସ୍‌ ୧୭ ବିଜେତା ମୁନାଓ୍ଵର ଫାରୁକି, ଚିନ୍ତାରେ ଫ୍ୟାନ୍ସ

ବିଗବସ୍‌ ୧୭ ବିଜେତା ମୁନାଓ୍ଵର ଫାରୁକି ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହା ଜାଣିବା ପରେ ଫ୍ୟାନ୍ସ ଚିନ୍ତାରେ ପଡିଛନ୍ତି । ମୁନାଓ୍ଵରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଯୋଗୁଁ ଗତ କିଛିଦିନ ହେଲାଣି ସୋସିଆଲ ମିଡିଆରେ ଆକ୍ଟିଭ ନାହାନ୍ତି । ଗତ ମାସରେ ମଧ୍ୟରେ ମୁନାଓ୍ଵର ହସପିଟାଲରେ ଭର୍ତ୍ତି…

ଡୋଙ୍ଗରିରେ ବିଜୟ ଉତ୍ସବ ବେଳେ ଉଡ଼ୁଥିଲା ବେଆଇନ ଡ୍ରୋନ୍‌, ଅପରେଟର୍‌ଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇର ଡୋଙ୍ଗରି ଅଞ୍ଚଳରେ ବେଆଇନ ଡ୍ରୋନ୍‌ ଉଡ଼ାଇବା ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି । ଡ୍ରୋନ୍ ଅପରେଟରଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି । ‘ବିଗ୍ ବସ୍ ୧୭’ର ବିଜେତା ମୁନାୱର ଫାରୁକିଙ୍କ ବିଜୟ ଉତ୍ସବକୁ କ୍ୟାପ୍‌ଚର କରିବା ପାଇଁ ଡୋଙ୍ଗରି ଅଞ୍ଚଳରେ ଡ୍ରୋନ୍‌ ଉଡ଼ାଯାଇଥିଲା ।…

ଡୋଙ୍ଗରି ପହଞ୍ଚିଲା ‘ବିଗ୍‌ ବସ୍‌’ ଟ୍ରଫି, ନିଜ ଅଞ୍ଚଳରେ ମୁନାଓ୍ଵର ଫାରୁକିଙ୍କୁ ଗ୍ରାଣ୍ଡ୍‌ ୱେଲକମ୍‌

ଟିଭିର ସବୁଠୁ ବଡ଼ ରିୟାଲିଟି ଶୋ’ ବିଗ୍‌ ବସ୍‌ ୧୭ର ବିଜେତା ହେବା ପରେ ମୁନାଓ୍ଵର ଫାରୁକି ନିଜ ଅଞ୍ଚଳରେ ପହଞ୍ଚିଛନ୍ତି । ମୁନାଓ୍ଵରଙ୍କ ବିଜୟକୁ ନେଇ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଖୁସିରେ ନାଚି ଉଠିଛନ୍ତି । ମୁନାଓ୍ଵର ଡୋଙ୍ଗରିରେ ପହଞ୍ଚିବା ପରେ ସେଠାରେ ତାଙ୍କର ଗ୍ରାଣ୍ଡ ୱେଲକମ୍‌ ହୋଇଛି…

‘ବିଗ୍ ବସ୍ ୧୭’ ର ବିଜେତା ହେଲେ ମୁନାୱର ଫାରୁକି, ଟ୍ରଫି ସହିତ ଜିତିଲେ ହ୍ୟୁଣ୍ଡାଇ କାର

‘ବିଗ୍ ବସ୍ ୧୭’ ବିଜେତା ମୁନାୱର ଫାରୁକି ସୋସିଆଲ ମିଡିଆରେ ଏବଂ ଫ୍ୟାନ୍ସଙ୍କ ମଧ୍ୟରେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ସବୁଠାରୁ ଅଧିକ ଭୋଟ୍ ସହିତ ମୁନାୱର ବିବି ୧୭ ଟ୍ରଫି ଜିତିଛନ୍ତି । ତାଙ୍କର ଏହି ସଫଳତା ଦେଖି କେବଳ ତାଙ୍କ ଫ୍ୟାନ୍ସ ନୁହଁନ୍ତି ଅନେକ ଷ୍ଟାରମାନେ ମଧ୍ୟ ବହୁତ…

‘ବିଗ୍‌ ବସ୍‌ ସିଜନ୍‌ ୭’ ବିଜେତା ଗିରଫ, ଜାଣନ୍ତୁ କାହିଁକି

ବର୍ତ୍ତମାନ ରିଆଲିଟି ଶୋ ବିଗ୍‌ ବସ୍‌ ଦେଖିବାର କ୍ରେଜ୍‌ ଲୋକଙ୍କ ମଧ୍ୟ ବହୁତ ହିଁ ଅଧିକ ରହିଛି । ସେ ହିନ୍ଦୀ ହେଉ କିମ୍ବା ତେଲୁଗୁ ଲୋକମାନେ ଏହି ଶୋକୁ ବହୁତ ହିଁ ଭଲ ପାଇବା ଦେଇଥାନ୍ତି । କିଛି ଦିନ ପୂର୍ବରୁ ବିଗ୍ ବସ୍ ତେଲୁଗୁ ସିଜନ୍ ୭ ର ବିଜେତା ହୋଇଥିବା ପଲ୍ଲବୀ ପ୍ରଶାନ୍ତଙ୍କ…