ଆଜି ବିଜେଡି ନେତା ପ୍ରଦୀପ ମାଝୀଙ୍କ ବିବାହ, ଗୋଆରେ ପଡିବ ହାତଗଣ୍ଠି
ଭୁବନେଶ୍ୱର : ଚର୍ଚ୍ଚାରେ ରାଜନେତାଙ୍କ ପ୍ରେମ ବିବାହ । କିଛି ଦିନ ତଳେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ହାତକୁ ଦି’ ହାତ ହୋଇଥିଲେ । ସେହିପରି ବିଜେଡି ନେତା ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଦ୍ଵିତୀୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଗତକାଲି…