Browsing Tag

bjp and bjd ahead

ରାଜ୍ୟରେ ମେଣ୍ଟ ନେଇ ଆଉ ନାହିଁ ଦ୍ବନ୍ଦ୍ବ, ଆଜି ହୋଇପାରେ ବିଧିବଦ୍ଧ ଘୋଷଣା

ଭୁବନେଶ୍ୱର (କେନ୍ୟୁଜ): ମେଣ୍ଟ ନେଇ ଆଉ ନାହିଁ ଦ୍ବନ୍ଦ୍ବ। ଏବେ କେବଳ ଘୋଷଣାକୁ ଅପେକ୍ଷା । ଆଜି ବିଜେଡି-ବିଜେପି ମେଣ୍ଟ ନେଇ ବିଧିବଦ୍ଧ ଘୋଷଣା ହୋଇପାରେ । ଗତକାଲି ନବୀନ ନିବାସରେ ବସିଥିଲା ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା…