Below header
Browsing Tag

Blockade NH 55

ଢେଙ୍କାନାଳ : ସକାଳ ୮ ରୁ ୯ ଏକ ଘଣ୍ଟା ଧରି NH 55 ଅବରୋଧ ଡାକରା

ଢେଙ୍କାନାଳ(କେନ୍ୟୁଜ): ଢେଙ୍କାନାଳରେ ସକାଳ ୮ ରୁ ୯ ଘଟିକା ପର୍ଯନ୍ତ ଏକ ଘଣ୍ଟା ଧରି NH 55 ଅବରୋଧ ପାଇଁ ଡାକରା । ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଆହ୍ୱାନରେ ଏହି ଜାତୀୟ ରାଜପଥ ଅବରୋଧ କରାଯାଇଛି।ଦୀର୍ଘ ବର୍ଷ ପରେ ବି ଜାତୀୟ ରାଜପଥ କାମ ସମ୍ପୁର୍ଣ୍ଣ ହୋଇ ନଥିବାରୁ ଏହି ଅବରୋଧ ଡାକରା…