Below header

ଢେଙ୍କାନାଳ : ସକାଳ ୮ ରୁ ୯ ଏକ ଘଣ୍ଟା ଧରି NH 55 ଅବରୋଧ ଡାକରା

ଢେଙ୍କାନାଳରେ ସକାଳ ୮ ରୁ ୯ ଘଟିକା ପର୍ଯନ୍ତ ଏକ ଘଣ୍ଟା ଧରି NH 55 ଅବରୋଧ ପାଇଁ ଡାକରା । ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଆହ୍ୱାନରେ ଏହି ଜାତୀୟ ରାଜପଥ ଅବରୋଧ କରାଯାଇଛି।ଦୀର୍ଘ ବର୍ଷ ପରେ ବି ଜାତୀୟ ରାଜପଥ କାମ ସମ୍ପୁର୍ଣ୍ଣ ହୋଇ ନଥିବାରୁ ଏହି ଅବରୋଧ ଡାକରା ଦିଆଯାଇଛି।

ଢେଙ୍କାନାଳ(କେନ୍ୟୁଜ): ଢେଙ୍କାନାଳରେ ସକାଳ ୮ ରୁ ୯ ଘଟିକା ପର୍ଯନ୍ତ ଏକ ଘଣ୍ଟା ଧରି NH 55 ଅବରୋଧ ପାଇଁ ଡାକରା । ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଆହ୍ୱାନରେ ଏହି ଜାତୀୟ ରାଜପଥ ଅବରୋଧ କରାଯାଇଛି।ଦୀର୍ଘ ବର୍ଷ ପରେ ବି ଜାତୀୟ ରାଜପଥ କାମ ସମ୍ପୁର୍ଣ୍ଣ ହୋଇ ନଥିବାରୁ ଏହି ଅବରୋଧ ଡାକରା ଦିଆଯାଇଛି।

୧୦ରୁ ଅଧିକ ଅନୁଷ୍ଠାନ ଓ ସଂଗଠନ ତଥା ଢେଙ୍କାନାଳ ଜନସାଧାରଣ ଏହାକୁ ସମର୍ଥନ ଜଣାଇଛନ୍ତି।ଢେଙ୍କାନାଳ କଲେଜ ବାଇପାସ ନିକଟରେ ରାସ୍ତାରୋକ କରାଯାଇଛି।ଫଳରେ କଟକ ସମ୍ବଲପୁର ଯାତାୟାତ ବାଧାପ୍ରାପ୍ତ ହୋଇଛି।ରାସ୍ତାର ଉଭୟ ପଟରେ ଶହଶହ ଗାଡି ମଟର ଅଟକି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.