Browsing Tag

boat overturns

ତାଣ୍ଡବ ରଚିଲା କାଳବୈଶାଖୀ: ଡ୍ୟାମରେ ଓଲଟିଲା ଦେଶୀ ଡଙ୍ଗା: ୨ ମତ୍ସ୍ୟଜୀବୀ ନିଖୋଜ

ମାଲକାନଗିରି (କେନ୍ୟୁଜ): ତାଣ୍ଡବ ରଚିଲା କାଳବୈଶାଖୀ । ଭାରସାମ୍ୟ ହରାଇ ମାଲକାନଗିରି ସତୀଗୁଡ଼ା ଡ୍ୟାମରେ ଓଲଟିଲା ଦେଶୀ ଡଙ୍ଗା । ୨ ଜଣ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି । ଗତକାଲିଠାରୁ ସେମାନଙ୍କୁ କୌଣସି ପତ୍ତା ମିଳୁନି । ମାଛ ଧରିବାକୁ ଯାଇଥିବା ବେଳେ ପ୍ରବଳ ବର୍ଷା ପବନରେ ଭାରସାମ୍ୟ ହରାଇ…

ବିହାର: ଗଙ୍ଗାନଦୀରେ ଯାତ୍ରୀମାନଙ୍କୁ ନେଉ ଯାଉଥିବାବେଳେ ଓଲଟିଲା ଡଙ୍ଗା , ୧୫ ନିଖୋଜ

ନୂଆଦିଲ୍ଲୀ : ବିହାରର ପାଟନାସ୍ଥିତ ଗଙ୍ଗାନଦୀରେ ଯାତ୍ରୀମାନଙ୍କୁ ନେଉ ଯାଉଥିବାବେଳେ ଓଲଟିଲା ଡଙ୍ଗା । ଡଙ୍ଗା ପ୍ରାୟ ୫୫ ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ଉଦ୍ଧାର କରଯାଇଛି। ତେବେ ୧୫ ଜଣ ନିଖୋଜ ଥିବା ଜଣାପଡିଛି। ସୂଚନା ଅନୁଯାୟୀ ଏହି ଘଟଣାଟି ପାଟଣାର ମନେରରେ…