Browsing Tag

boat stranded

ଯାନ୍ତ୍ରିକ ତ୍ରୁଟିରୁ ଚିଲିକାରେ ଫସିଲା ଯାତ୍ରୀବାହି ଡଙ୍ଗା, ୪୦ରୁ ଉର୍ଦ୍ଧ ଯାତ୍ରୀ ଫସିଥିବା ସୂଚନା

ବ୍ରହ୍ମଗିରି(କେନ୍ୟୁଜ୍): ଆଜି ସକାଳୁ ଏକ ଯାତ୍ରୀବାହି ଡଙ୍ଗା ୪୦ରୁ ଉର୍ଦ୍ଧ ଯାତ୍ରୀ ଓ ୯ ବାଇକ୍ ସାତପଡ଼ା ଆସୁଥିବା ବେଳେ ମଝି ଚିଲିକାରେ   ଯାନ୍ତ୍ରିକ ତ୍ରୁଟି କାରଣରୁ  ଫସିଛି । ଡଙ୍ଗାଟି ଜହ୍ନିକୁଦା ଘାଟ ଠାରୁ ୪୦ଜାତ୍ରି ସହ ୯ଟି ଗାଡି ନେଇ ସାତପଡା ଆସୁଥିବା ସୁଚନା । ମେସିନ୍ ସ୍ଲାବ…