Below header
Browsing Tag

bomb exploded

ଜମ୍ମୁ କାଶ୍ମୀରରେ ମୋର୍ଟାର ସେଲ ବିସ୍ଫୋରଣ, ଜଣେ ମୃତ

ଜମ୍ମୁ କାଶ୍ମୀର (କେନ୍ୟୁଜ): ଜମ୍ମୁ କାଶ୍ମୀରରେ ଆତଙ୍କୀ ହମଲା ପରେ ହାଇ ଆଲର୍ଟ । ଜମ୍ମୁ କାଶ୍ମୀରର ଚାନ୍ଦିଲି ଗାଁରେ ମୋର୍ଟାର ସେଲ ବିସ୍ଫୋରଣରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣ ଅନ୍ୟ ଜଣେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ମୋର୍ଟାର ସେଲଟି…

ଆଫ୍‌ଗାନିସ୍ତାନ: କାବୁଲରେ ବ୍ୟସ୍ତବହୁଳ ସପିଂ ରାସ୍ତାରେ ଭୟଙ୍କର ବୋମା ବିସ୍ଫୋରଣ; ୮ ମୃତ, ୨୨ ଆହତ

ଆଫ୍‌ଗାନିସ୍ତାନର କାବୁଲରେ ଏକ ବ୍ୟସ୍ତବହୁଳ ସପିଂ ଷ୍ଟ୍ରିଟ୍‌ରେ ବୋମା ବିସ୍ଫୋରଣ ଘଟିଛି। ଏଥିରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୨୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାଥାଉ କି, ଆଫ୍‌ଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ପରଠାରୁ ବୋମା ବିସ୍ଫୋରଣ ଘଟଣା ବଢ଼ି ଚାଲିଛି। ନିକଟରେ…

ବଳଦ ମୁହଁରେ ଫୁଟଲା ବୋମା, ବନ୍ୟଜନ୍ତୁ ଶିକାର ପାଇଁ କାଜୁ ଜଙ୍ଗଲରେ ଖଞ୍ଜିଥିଲେ ଶିକାରୀ

କେନ୍ଦୁଝର(କେନ୍ୟୁଜ): କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତୋଣ୍ଡ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଗାଁ ନିକଟ କାଜୁ ଜଙ୍ଗଲରେ ଗ୍ରାମର ଚତୁର୍ଭୁଜ ପଲେଇଙ୍କ ବଳଦଟି ଚରୁଥିବା ସମୟରେ ବଳଦ ମୁହଁରେ ବୋମା ଫୁଟିଯାଇଥିବା ଖବର ମିଳିଛି। ବଳଦଟି ଗୁରୁତର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି। ସୂଚନା…