Browsing Tag

book in jail

ଏଠି ଜେଲରେ ବହି ପଢିଲେ ସଜା କୋହଳ ହୁଏ, ଏମିତିକି ଜେଲରୁ ମୁକ୍ତି ବି ମିଳେ

ୱେଷ୍ଟ ସେଣ୍ଟ୍ରାଲ ସାଉଥ ଆମେରିକରେ ଏକ ଦେଶ ରହିଛି ଯାହାର ନାଁ ବୋଲିଭିଆ । ଏଠାକାର ଲୋକେ ଏକ ନୂଆଁ କଥା ପାଇଁ ଚର୍ଚ୍ଚାରେ । ଏହି ଚର୍ଚ୍ଚା ଭିତରେ ଖାସ କଥା ହେଉଛି ଏଟାକାର କଏଦୀ ବହୁତ ବହି ପଢନ୍ତି । ସେମାନଙ୍କୁ ନିଜର ଦଣ୍ଡ ପୁରା କରିବା ପୂର୍ବରୁ ହିଁ ମୁକ୍ତ କରିଦିଆୟାଏ । ହଁ ଏମିତିରେ ତ…