Below header
Browsing Tag

booth capture

ଡିଜିପିଙ୍କ ସତର୍କ ପରେ ବି ଭୟ କଲେନି ଦୁର୍ବୃତ୍ତ, ବୁଥ ଜବରଦଖଲ ସହ ବିଡିଓଙ୍କୁ କଲେ ଆକ୍ରମଣ

ଯାଜପୁର ରୋଡ(କେନ୍ୟୁଜ୍): ଡିଜିପିଙ୍କ ସତର୍କ ପରେ ବି ସୁଧୁରିଲାନି ସ୍ଥିତି । ପୁଣି ଯାଜପୁରରେ ବୁଥ କ୍ୟାପଚରିଂ ବେଳେ ଉତ୍ତେଜନା। ଘଟଣା ସ୍ଥଳରେ ବିଡିଓଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ  ଯାଜପୁର କୋରାଇ ବ୍ଲକ ଗୋଳେଇପୁର ପଞ୍ଚାୟତର ସୋତି ୟୁଜିଏମଇ ସ୍କୁଲରେ…

ଯାଜପୁରର ୫ଟି ବୁଥ କ୍ୟାପଚର କଲେ ଦୁର୍ବୃତ୍ତ: ମତଦାନ ସମ୍ପୂର୍ଣ୍ଣ ବନ୍ଦ 

ଯାଜପୁର ଟାଉନ(କେନ୍ୟୁଜ): ଯାଜପୁର ବ୍ଲକ ର ୫ଟି ବୁଥ ଜବର ଦଖଲ ଫଳରେ ମତଦାନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସୁଜନପୁର ପଂଚାୟତର ୧ ନମ୍ବର, ଏରବାଙ୍କ ପଂଚାୟତର ଦୁଇ ଓ ୩ ନମ୍ବର ,ରୁଦ୍ରପୁର ପଞ୍ଚାୟତ ର ୪ ଓ ୫ ନମ୍ବର ବୁଥକୁ କେତେକ ଦୁର୍ବୃତ୍ତ ଜବର ଦଖଲ କରିଥିବା ଅଭିଯୋଗ ହୋଇଛି। ସୁଜନପୁର ପଂଚାୟତ…