Browsing Tag

brass idols

ସ୍ୱପ୍ନାଦେଶ ହେଲା ଘରର ମାଟି ତଳେ ଅଛି ଧାତବ ପଦାର୍ଥ, ଖୋଳିବା ପରେ ବାହାରିଲା ବିରଳ ପିତ୍ତଳ ମୂର୍ତ୍ତି

କଟକ(କେନ୍ୟୁଜ୍):  ମାଟିତଳୁ ମିଳିଛି ବହୁ ପ୍ରାଚୀନ ତଥା ପୁରାତନ ମୂର୍ତ୍ତି । କଟକରେ ଅଲୌକିକ ଘଟଣା।  ବିରିବାଟୀ ସ୍ଥିତ ନାହାଭଙ୍ଗା ଗାଁରେ ଦେଖିବାକୁ ମିଳିଛି ଏହି ଆଶ୍ଚର୍ଯ୍ୟକର ଦୃଶ୍ୟ। ଗ୍ରାମର ଦୀନବନ୍ଧୁ ବେହେରାଙ୍କ ଘର ମାଟିତଳୁ ବାହାରିଲା ୧୩ଟି ପିତ୍ତଳ ମୂର୍ତ୍ତି। କିଛି ଦିନ ତଳେ…