“ବୃକ୍ଷ ହିଁ ଜୀବନ” ଏକଥାକୁ ଜୀବନରେ ବ୍ରତ ରୂପେ ଗ୍ରହଣ କରିଛନ୍ତି ଜଣେ ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ
ଭୁବନେଶ୍ୱର: ବୃକ୍ଷ ହିଁ ଜୀବନ ଏକଥା ଧ୍ରୁବ ସତ୍ୟ । ହେଲେ ଏକଥାକୁ ଜଣେ ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ନିଜ ଜୀବନରେ ବ୍ରତ ରୂପେ ଗ୍ରହଣ କରିଛନ୍ତି । ସେଥିପାଇଁ ସେ ଗୋପବନ୍ଧୁ ଛକ ନିକଟରେ ଥିବା ରାଜଭବନ ଆବାସିକ ବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରିଥିଲେ । ଏଥିରେ ଆଇନ ବିଭାଗର ଅନେକ…