ବରଯାତ୍ରୀଙ୍କ ସହ ନାଚିବା ବରକୁ ପଡିଲା ଭାରି, କନ୍ୟା ସାଜିଲା ଆଉ ଜଣଙ୍କ ସ୍ତ୍ରୀ
ଏବେ ଯାଏଁ ଆପଣ କେବଳ ବରପକ୍ଷର ପରିବାର ଲୋକଙ୍କ ଦ୍ୱାରା ବରଯାତ୍ରୀଙ୍କୁ ଫେରାଇ ଦେବା ନେଇ ଖବର ଶୁଣିଥିବେ କିମ୍ବା ଜାଣିଥିବେ । କିନ୍ତୁ ଏବେ କନ୍ୟା ପକ୍ଷ ମଧ୍ୟ ବରଯାତ୍ରୀଙ୍କୁ ଫେରାଇ ନେଉଥିବା ନେଇ ଏକ ଅଜବ ଖବର ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ହମିରପୁର ଅଂଚଳରେ ଏମିତି ଏକ ଘଟଣା…