Browsing Tag

bride stunt

ବିବାହ ମଣ୍ଡପରେ ଭାରି ପଡିଲା ଷ୍ଟଣ୍ଟ, କନ୍ୟାର ଶରୀରରେ ଲାଗିଲା ନିଆଁ, ଦେଖିଲେ ଭିଡିଓ ଥରି ଯିବ ଛାତି

ନୂଆଦିଲ୍ଲୀ : ବିବାହକୁ ସ୍ମରଣୀୟ ତଥା ଭିନ୍ନ କରିବା ପାଇଁ ବର-କନ୍ୟା ବିଭିନ୍ନ ପ୍ରକାର କାର୍ଯକ୍ରମ କରିଥାନ୍ତି । କେଉଁଠି ହେଲିକପ୍ଟରରେ ବର ଓହ୍ଲାଇଲାଣିତ କେଉଁଠି ମଝି ସମୁଦ୍ରରେ ବର-କନ୍ୟା ବିବାହ କଲେଣି । କେବେ କେବେ ବର-କନ୍ୟା କିଛି ନୂଆ କରିବାକୁ ଷ୍ଟଣ୍ଟ ମଧ୍ୟ କରିଥାନ୍ତି । ବେଳେ…