Browsing Tag

budget 2024

ସ୍ମାର୍ଟଫୋନରେ ବି ବଜେଟର ପ୍ରଭାବ, ଶସ୍ତା ହେଲା iPhoneର ଦାମ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଅନେକ ବଡ଼ ଘୋଷଣା କରିଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ମୋବାଇଲ୍ ଫୋନ୍ ଏବଂ ଚାର୍ଜର୍ ଉପରେ ସରକାର କଷ୍ଟମ୍ ଡ୍ୟୁଟି ହ୍ରାସ କରିଛନ୍ତି । ମୋବାଇଲ ଏବଂ ଚାର୍ଜର ଉପରେ କଷ୍ଟମ ଡ୍ୟୁଟି ୨୦% ରୁ ୧୫% କୁ ହ୍ରାସ କରାଯାଇଛି । ଏହାର ଅର୍ଥ…

କେନ୍ଦ୍ର ବଜେଟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା: କହିଲେ ଗରିବ,ମହିଳା, ଯୁବବର୍ଗ ଓ ଅନ୍ନଦାତାଙ୍କୁ ମିଳିଛି ପ୍ରାଧାନ୍ୟ

ଭୁବନେଶ୍ୱର : କେନ୍ଦ୍ର ବଜେଟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାକୁ ବିକାଶମୁଖୀ ଓ ଦୂରଦୃଷ୍ଟି ସମ୍ପନ୍ନ ବଜେଟ ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ ଏଥିରେ ଗରିବ, ମହିଳା, ଯୁବବର୍ଗ ଓ ଅନ୍ନଦାତାଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ବଜେଟରେ କୃଷି ଉତ୍ପାଦକତା, ଦକ୍ଷତା…

ବଜେଟ ପରେ ଶସ୍ତା ହେଲା ସୁନା, ୪ ହଜାର କମିଲା ଦାମ୍‌

ବଜେଟ ୨୦୨୪ ଉପସ୍ଥାପନ ହେବା ପରେ ସୁନା, ରୁପା ଏବଂ ପ୍ଲାଟିନମରୁ ସୀମା ଶୁଳ୍କ ୬% ଛାଡ ହେବା ପରେ କମିଲା ସୁନା ଦାମ୍‌ । ସୁନା ଦାମ୍‌ ୧୦ ଗ୍ରାମ ପ୍ରତି ସାଢେ ୩ ହଜାରରୁ ୪ ହଜାର ପର୍ଯ୍ୟନ୍ତ କମିଥିବା ଜଣାପଡିଛି । ବଜେଟ ପରେ ସୁନା ଦାମ୍‌ କମିବା ଯୋଗୁଁ ସୁନା କିଣିବାକୁ ଇଚ୍ଛା ରଖିଥିବା…

‘ମଧ୍ୟବିତ୍ତଙ୍କୁ ଶକ୍ତି ପ୍ରଦାନ କରିବ ଏହି ବଜେଟ୍‌…’, ବଜେଟ୍‌-୨୦୨୪କୁ ନେଇ ଏମିତି କହିଲେ ପିଏମ୍‌ ମୋଦୀ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟରେ କରାଯାଇଥିବା ଘୋଷଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଖୁସି ବ୍ୟକ୍ତ କରିବା ସହ ଦେଶକୁ ବଜେଟ୍ ବିଷୟରେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ…

ବଜେଟ ୨୦୨୪: ପ୍ଲାଷ୍ଟିକ ଓ ସିଗାରେଟ ହେବ ମହଙ୍ଗା, ୨୫ ପ୍ରତିଶତ ପର୍ଯ୍ୟନ୍ତ ବଢିବ ସୀମା ଶୁଳ୍କ

ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନା କରିଛନ୍ତି । ବଜେଟରେ ଗରିବ, ଯୁବପିଢ଼ି, ମହିଳା, କୃଷକ ଇତ୍ୟାଦିଙ୍କୁ ଗୁରୁତ୍ବ ଦିଆଯାଇଥିବା ଦେଇଛନ୍ତି । ବଜେଟରେ କିଛି ଜିନିଷ ଶସ୍ତା ହୋଇଥିବା ବେଳେ ଆଉ କେତେକ ଜିନିଷ ମହଙ୍ଗା ହୋଇଛି । କ’ଣ ବଢିଲା : - ସିଗାରେଟ -…

ଭାରତର ସ୍ୱଦେଶୀ ମହାକାଶ ଶିଳ୍ପ ପାଇଁ ୧୦୦୦ କୋଟି ଟଙ୍କା ଘୋଷଣା

ସ୍ୱଦେଶୀ ମହାକାଶ ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ୧୦୦୦ କୋଟି ଟଙ୍କା ଆବଣ୍ଟିତ କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଏକ ଦଶନ୍ଧିରେ ଭାରତୀୟ ମହାକାଶ ଅର୍ଥନୀତି ପାଞ୍ଚ ଗୁଣ ବୃଦ୍ଧି ପାଇବ । ଏହା ଏକ ଭେଞ୍ଚର କ୍ୟାପିଟାଲ ଫଣ୍ଡ, ଯାହା…

ପିଏମ୍‌ ମୁଦ୍ରା ଋଣର ସୀମା ବୃଦ୍ଧି, ଏବେ ମିଳିବ ୨୦ ଲକ୍ଷ ଲୋନ୍‌

ଆଜି ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍‌ ଉପସ୍ଥାପନ କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ୍‌ ଭାଷଣରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ମିଳୁଥିବା ଋଣର ସୀମାକୁ…

ବଜେଟ ୨୦୨୪ : କୋଟିଏ ଯୁବପିଢି କରିବେ ଇଣ୍ଟର୍ନସିପ, ପ୍ରଥମ ଥର EPFO ପଞ୍ଜୀକରଣ କରୁଥିବା କର୍ମଚାରୀଙ୍କୁ ସରକାର ଦେବେ…

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନା କରିଛନ୍ତି । ବଜେଟରେ ଯୁବପିଢିଙ୍କ ପ୍ରତି ଧ୍ୟାନ ଦେଇଛନ୍ତି ଅର୍ଥମନ୍ତ୍ରୀ । ଅର୍ଥମନ୍ତ୍ରୀ ଯୁବପିଢିଙ୍କ ଇଣ୍ଟର୍ନସିପ ପାଇଁ ଶସ୍ତା ଲୋନ ଘୋଷଣା କରିଛନ୍ତି । ସରକାର ଏକ କୋଟି ଯୁବପିଢିଙ୍କୁ ଇଣ୍ଟର୍ନସିପ ପାଇଁ ସୁଯୋଗ ଦେବେ…

ପିଏମ୍‌ ସୂର୍ଯ୍ୟଘର ମାଗଣା ବିଦ୍ୟୁତ୍‌ ଯୋଜନା ଘୋଷଣା କଲେ ଅର୍ଥମନ୍ତ୍ରୀ, ମିଳିବ ୩୦୦ ୟୁନିଟ୍‌ ମାଗଣା ବିଜୁଳି

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ବଜେଟ୍‌ ୨୦୨୪-୨୫ ଉପସ୍ଥାପନ କରିଛନ୍ତି । ନିଜ ବଜେଟ୍‌ ଭାଷଣରେ ଅର୍ଥମନ୍ତ୍ରୀ ସୋଲାର ଶକ୍ତି ଉପରେ ଆଧାରିତ ଏକ ସ୍ୱତନ୍ତ୍ର ପିଏମ୍‌ ସୂର୍ଯ୍ୟଘର ମାଗଣା ବିଦ୍ୟୁତ୍ ଯୋଜନା ଘୋଷଣା କରିଛନ୍ତି । ମାଗଣା ସୌର ବିଦ୍ୟୁତ୍ ଯୋଜନା ସମ୍ପର୍କରେ ଅର୍ଥମନ୍ତ୍ରୀ…

ବଜେଟ ୨୦୨୪ : ଶସ୍ତା ହେବ ସୁନା, ରୁପା ଓ ପ୍ଲାଟିନମ, କ୍ୟାନସର ଔଷଧ ମଧ୍ୟ ଶସ୍ତା

ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନା କରିଛନ୍ତି । ବଜେଟ ଉପସ୍ଥାପନ ସମୟରେ କ’ଣ ଶସ୍ତା ହେବ ତାହା ଉପରେ ସମସ୍ତଙ୍କ ନଜର ରହିଥିଲା । ସୁନା, ରୁପା ଏବଂ ପ୍ଲାଟିନମ ଏବଂ ୩ଟି କ୍ୟାନସର ଔଷଧ ଉପରେ ସୀମା ଶୁଳ୍କ ଛାଡ଼ କରାଯିବ ବୋଲି ବଜେଟ ଅଭିଭାଷଣରେ ଘୋଷଣା କରିଛନ୍ତି…

ଆୟକରଦାତାଙ୍କୁ ବଡ଼ ଆଶ୍ୱସ୍ତି, ୩ ଲକ୍ଷ ପର୍ଯ୍ୟନ୍ତ ଆୟରେ ଦେବାକୁ ପଡ଼ିବନି କୌଣସି ଟିକସ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଲକ୍ଷାଧିକ ଟିକସଦାତାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ଆୟକର ସ୍ଲାବରେ ପରିବର୍ତ୍ତନ କରି ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ବ୍ୟକ୍ତିଗତ ଆୟକର ସୀମା ଘୋଷଣା କରିଛନ୍ତି ସୀତାରମଣ । ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ନୂତନ ଟିକସ ବ୍ୟବସ୍ଥାରେ…

ବଜେଟ ୨୦୨୪ : ପିଏମ ଆବାସ ଯୋଜନାରେ ନିର୍ମାଣ ହେବ ୩ କୋଟି ଘର, ବଢିଲା ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ କେନ୍ଦ୍ର ବଜେଟ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ଫୋକସ କରିଛନ୍ତି । ଏହି ଯୋଜନାରେ ୩ କୋଟି ଅତିରିକ୍ତ ଘର ନିର୍ମାଣ ହେବ । ସରକାର ଏହି ଯୋଜନା ଉପରେ ଗୁରୁତ୍ୱ ଦେଉଛନ୍ତି । ପିଏମ ଆବାସ…