Below header
Browsing Tag

bull scar

ପଟିଆ ପଦ୍ମକେଶରପୁରରେ ମାତିଛି ନାଲିଆ ଷଣ୍ଢ, ଜଣକୁ ମାରି ୭ ଜଣଙ୍କୁ କଲାଣି ଗୁରୁତର

ଭୁବନେଶ୍ବର(କେନ୍ୟୁଜ୍):ପଟିଆ ପଦ୍ମକେଶରପୁରରେ ନାଲିଆ ଷଣ୍ଢ ଆତଙ୍କ । ଗତ ଦୁଇ ଦିନ ହେବ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟିକରିଛି। ଏହି ଷଣ୍ଢଟି ଗତକାଲି ରାତିରେ ଜଣେ ବୃଦ୍ଧଙ୍କୁ ଆକ୍ରମଣକରି ମାରିଦେଇଥିବା ବେଳେ ଆଜି ୭ ଜଣ ଲୋକଙ୍କୁ ଗୋଡ଼େଇ ପ୍ରାଣାନ୍ତକ ଆକ୍ରମଣ କରିଛି। ଜଣେ ମହିଳା…