Below header
Browsing Tag

Bullets hit

ଭାରସାମ୍ୟ ହରାଇ ଟ୍ରକ ପଛରେ ପିଟିହେଲା ବୁଲେଟ, ଚାଳକ ମୃତ

ଘଟଗାଁ (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବାଲିଯୋଡି ଗ୍ରାମ ନିକଟରେ ଦୁର୍ଘଟଣା । ଟ୍ରକ ପଛରେ ବୁଲେଟ ପିଟି ହେବାରୁ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କେନ୍ଦୁଝର ଟାଉନ ରେଭେନ୍ଯୁ କଲୋନିର ମୋହନ ଦାସ ବୋଲି ଜଣାପଡିଛି। ମୋହନ ଆଜି ସକାଳୁ ନିଜର ବୁଲେଟ ଗାଡ଼ିରେ ଶଳାର…