ନିଦରୁ ଶେଷ ନିଦ୍ରା, ଘରେ ଶୋଇଥିବା ବେଳେ ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ
ଆନନ୍ଦପୁର: ନିଦରୁ ଶେଷ ନିଦ୍ରା । ଘରେ ଶୋଇଥିବା ବେଳେ ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ । ମୃତକ ହେଲେ ଆନନ୍ଦପୁର ଥାନା ନିକଟ ବଡ଼ଦାଣ୍ଡ ସାହିର ଦେବେନ୍ଦ୍ର ମିଶ୍ର । ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଘର ଭିତରେ ହଠାତ୍ ନିଆଁ ଲାଗିଯାଇଥିଲା । ପଡ଼ୋଶୀ ଲୋକ ନିଆଁ ଲାଗିବା ଦେଖି ଦମକଳ…