Browsing Tag

bus hit the van

ଭ୍ୟାନକୁ ଧକ୍କା ଦେଲା ବସ୍, ୩ ମୃତ

ବ୍ରହ୍ମପୁର (କେନ୍ୟୁଜ): () ଭୟଙ୍କର ଦୁର୍ଘଟଣା । ପିକ୍ଅପ୍ ଭ୍ୟାନକୁ ଧକ୍କା ଦେଲା ବସ୍ । ଘଟଣାସ୍ଥଳରେ ୩ ମୃତ । ଆସିକା ଥାନା ୫୯ନଂ ଜାତୀୟ ରାଜପଥ ଖଡ଼ବାଗ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଖଡଭାଗ ଗାଁ ନିକଟରେ ଯାତ୍ରୀବାହି ବସ୍ ସହ ମେକ୍ସ ପିକଅପ୍ ଗାଡି ମୁହାଁମୁହିଁ ଧକ୍କା ହୋଇଛି ।…