କଲ ଡାଏଲ ସେଟିଙ୍ଗ ବଦଳି ଯାଇଛି କି ? ଜାଣନ୍ତୁ କାରଣ
କଣ ଆପଣଙ୍କ ଫୋନ୍ ରେ କଲ ଡାଏଲ ସେଟିଙ୍ଗ ବଦଳି ଯାଇଛି କି ? କଣ ଆପଣ ବି କଲ କରିବା କି ରିସିଭ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କି ? ତେବେ କଣ ଏହି ସେଟିଙ୍ଗସ । କାହିଁକି ହଠାତ ଏମିତି ହେଉଛି ? କିଛି ଭାଇରସ କି କେହି ମୋବାଇଲ ହାୟକ କରିନେଇଥିବା ଭାବୁଛନ୍ତି କି ? ତେବେ ଜାଣନ୍ତୁ…