Below header
Browsing Tag

cancelled

ଦିଲ୍ଲୀରୁ ଝାରସୁଗୁଡା ଆସିବାକୁ ଥିବା ସ୍ପାଇସ ଜେଟ ବିମାନ ରଦ୍ଦ, ହନ୍ତସନ୍ତ ହେଲେ ୧୪୦ରୁ ଊର୍ଦ୍ଧ୍ବ ଯାତ୍ରୀ

ନୂଆଦିଲ୍ଲୀ : ବିମାନ ଉଡାଣ ରଦ୍ଦକୁ ନେଇ ଯାତ୍ରୀ ଅସନ୍ତୋଷ । ଦିଲ୍ଲୀରୁ ଝାରସୁଗୁଡା ଆସିବାକୁ ଥିବା ସ୍ପାଇସ ଜେଟ ବିମାନ ରଦ୍ଦ । ବିମାନ ରଦ୍ଦ ଯୋଗୁ ୧୪୦ରୁ ଉର୍ଦ୍ଧ୍ବ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି । ଦିଲ୍ଲୀରୁ ଝାରସୁଗୁଡା ଆସୁଥିବା ସ୍ପାଇସ ଜେଟ ବିମାନରେ ଝାରସୁଗୁଡା…