Browsing Tag

cattle smuggler

ପୋଲିସ କନେଷ୍ଟବଳଙ୍କୁ ଭୁଜାଲିରେ ଆକ୍ରମଣ କଲେ ଗୋରୁ ବେପାରୀ, ମୁହଁ ହାତ ଏବଂ ଜଙ୍ଘରେ ଲାଗିଛି ଗଭୀର ଆଘାତ

ଜଳେଶ୍ୱର(କେ ନ୍ୟୁଜ): ଗୋରୁ ବେପାରୀଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଧିତପୁରା ଗ୍ରାମରେ ଗତକାଲି ରାତିରେ ବେଆଇନ ଭାବରେ ଗୋରୁ ବୋଝେଇ ହୋଇଥିବା ଏକ ଟାଟା ଏସି ଗାଡିକୁ ସ୍ଥାନୀୟ ଲୋକେ ଅଟକ ରଖି…