ବିହାରରେ ‘ଫ୍ଲୋର୍ ଟେଷ୍ଟ୍’ ପୂର୍ବରୁ ଆରଜେଡି ନେତାଙ୍କ ଘରେ CBI ଓ ED ରେଡ୍, ଚାକିରି ବଦଳରେ ଜମି ଦୁର୍ନୀତିରେ…
ନୂଆଦିଲ୍ଲୀ : କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ସିବିଆଇ ଏବଂ ଇଡି ବିହାର ଏବଂ ଝାଡଖଣ୍ଡରେ ଚଢାଉ କରିଛନ୍ତି। । କୁହାଯାଉଛି ଯେ ଚାକିରି ବଦଳରେ ଜମି ସଂପର୍କରେ ସିବିଆଇ ଓ ED ପକ୍ଷରୁ‘ସିବିଆଇ’ ‘ଆର୍ଜେଡି’ ନେତା ଅଶ୍ଫକ୍ କରିମ୍ ଏବଂ ସୁନୀଲ ସିଂହଙ୍କ ଘରେ ଚଢ଼ାଉ କରିଛି। ଏହା ବ୍ୟତୀତ…