Below header
Browsing Tag

chandbali bhadrak

ପୀର ହାଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲାକୁ ବିଜେପି , ବିଜେଡି ଓ କଂଗ୍ରେସର ବିରୋଧ

ଚାନ୍ଦବାଲି: ମଦକୁ ନେଇ ଭଦ୍ରକ ଜିଲ୍ଲା ପୀରହାଟରେ ରାଜନୀତି ସରଗରମ ହେବାରେ ଲାଗିଛି । ୨୦୧୮ ମସିହାରୁ ବନ୍ଦ ଥିବା ସରକାରୀ ମଦ ଦୋକାନ ପୁଣି ଥରେ ଖୋଲାଯିବାର ଉଦ୍ୟମ ହେଉଥିବାର ଆଲୋଚନା ପରେ ସବୁ ରାଜନୈତିକ ଦଳ ଏହାକୁ ତୀବ୍ର ବିରୋଧ କରିଛନ୍ତି । ସମସ୍ତଙ୍କ ଲକ୍ଷ୍ୟ ନିଶାମୁକ୍ତ ପିରହାଟ । ତେବେ…

ଚାନ୍ଦବାଲିରେ ଥିବା ନାବିକ ପ୍ରଶିକ୍ଷଣ କେନ୍ଦ୍ରରେ ଡିଜି ସିପିଙ୍ଗକୁ ଅନୁମୋଦନ ଦାବି

ଚାନ୍ଦବାଲି: ଐତିହାସିକ ପ୍ରାଚୀନ ବନ୍ଦର ନଗରୀ ସହର ଚାନ୍ଦବାଲିର ନୌବାଣିଜ୍ଯ ପରମ୍ପରା ବହୁ ପୂରାତନ । ତାହାସହ ଚାନ୍ଦବାଲିରେ ଥିବା ନାବିକ ପ୍ରଶିକ୍ଷଣ କେନ୍ଦ୍ରକୁ ପୁରିସାରିଲାଣି ୪୧ବର୍ଷ । ହେଲେ ସରକାରଙ୍କ ତରଫରୁ ଡିଜି ସିପିଙ୍ଗ୍କୁ ଏପର୍ଯ୍ୟନ୍ତ ଅନୁମୋଦନ ମିଳିପାରିନାହିଁ । ତେଣୁ ଆମ…

ଭଦ୍ରକ: ଚାନ୍ଦବାଲି ବ୍ଲକ ପାଞ୍ଚପଡା ଗାଁରୁ ବିରଳ ପ୍ରଜାତିର ସାପ ଉଦ୍ଧାର

ଭଦ୍ରକ(କେନ୍ୟୁଜ୍): ଚାନ୍ଦବାଲି ବ୍ଲକ ପାଞ୍ଚପଡା ଗାଁରୁ ବିରଳ ପ୍ରଜାତିର ସାପ ଉଦ୍ଧାର । ସାପର ଲମ୍ବ ପାଖାପାଖି ୪ ଫୁଟ ହେବ ବୋଲି ଜଣାପଡିଛି । ଗାଁର ଯୋଗେଶ ଦାସଙ୍କ ବାଡିରୁ ଏହି ସାପ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।  ସାପଟିକୁ ଦେଖିବାକୁ ଯୋଗେଶଙ୍କ ବାଡ଼ି ପଛପଟେ ସ୍ଥାନୀୟ ଅଞ୍ଚଳରେ…