Browsing Tag

Chchindra

ଡାଏଟ୍ ରେ ସାମିଲ କରନ୍ତୁ ଛଚିନ୍ଦ୍ରା, ଖାଇଲେ ପାଖ ମାଡିବନି ରୋଗ

ଆମ ଦେଶର ବଜାରରେ ମିଳୁଥିବା ସବୁଜ ପନି ପରିବା ମଧ୍ୟରେ ଛଚିନ୍ଦ୍ରା ଅନ୍ୟତମ ଓ ସବୁଠୁ ଅଧିକ ଲୋକ ପ୍ରୀୟ। ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ତରକାରୀ ସାଙ୍ଗକୁ ଏହା ଭଜା ମଧ୍ୟ ଅନେକଙ୍କୁ ଭଲ ଲାଗିଥାଏ। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଛଚିନ୍ଦ୍ରା କେବଳ ଏକ ପରିବା ନୁହେଁ ଏହାର ଔଷଧିୟ ଗୁଣ…