ଆଧାର କାର୍ଡ ସାହାଯ୍ୟରେ ଜାଣନ୍ତୁ ନିଜ ବ୍ୟାଙ୍କ ବାଲାନ୍ସ ଡିଟେଲ୍ସ
ଯଦି କାହା ପାଖରେ ବ୍ୟାଙ୍କ ଖାତା ରହିଛି ଆଉ ସେ ଅନଲାଇନ ବ୍ୟାକିଂ ଲେଣଦେଣ କରୁନାହାନ୍ତି। ତେବେ ଏମିତିରେ ନିଜ ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ଅଛି ଜାଣିବା ପାଇଁ ବ୍ୟାଙ୍କ କିମ୍ବା ଏଟିଏମ ଯାଇ ବ୍ୟାଙ୍କ ଖାତାରେ ମହଜୁଦ ଥିବା ଟଙ୍କା ଜାଣିଥାନ୍ତି। କିନ୍ତୁ ଏବେ ତ ବ୍ୟାଙ୍କ ସମ୍ବନ୍ଧୀୟ…