Browsing Tag

cheese chilli dosa

ଆଜି ଡିନରରେ ପ୍ରସ୍ତୁତ କରନ୍ତୁ ଚିଜ୍‌ ଦୋସା, ଶୀତୁଆ ପାଗରେ ମଜା ଆଣିଦେବ

ଶୀତୁଆ ପାଗରେ ସବୁବେଳେ କିଛି ନା କିଛି ନୂଆ ଡିସ୍‌ ଖାଇବାକୁ ଇଚ୍ଛା ହୋଇଥାଏ। ଏହି ଥଣ୍ଡା ଥଣ୍ଡା ପାଗରେ ଗରମ ଗରମ ଖାଦ୍ୟ ବହୁତ ମଜା ଆଣିଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ସ୍ୱାଦିଷ୍ଟ ଚିଜ୍‌ ଦୋସା ରେସିପି ନେଇ ଆସିଛୁ। ଯାହାକୁ ବନାଇବା ବହୁତ ସହଜ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି…