Browsing Tag

Chhera Pahanra

ତିନି ରଥରେ ଛେରା ପହଁରା ସେବା ସମ୍ପନ୍ନ କଲେ ଗଜପତି ମହାରାଜ

ପୁରୀ(କେନ୍ଯୁଜ୍): ତିନି ଠାକୁରଙ୍କ ପହଣ୍ଡି ବିଜେ ଶେଷ ପରେ ତିନି ରଥରେ ରଥାରୁଢ଼ ହେଲେ ତିନି ଠାକୁର । ଦେବଦଳନରେ ସୁଭଦ୍ରା, ତାଳଧ୍ୱଜରେ ବଳଭଦ୍ର ଓ ନନ୍ଦିଘୋଷ ରଥରେ ପ୍ରଭୁ ଶ୍ରୀଜଗନ୍ନାଥ ରଥାରୁଢ଼ ହୋଇଥିଲେ। ଏହାପରେ ତିନି ରଥରେ ଛେରା ପହଁରା ସେବା ସମ୍ପନ୍ନ କଲେ ଗଜପତି ମହାରାଜ୍ । ଛେରା…

ତିନି ରଥରେ ଛେରା ପହଁରା କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ

ପୁରୀ: ତିନି ରଥରେ ଛେରା ପହଁରା କଲେ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ।  ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ତିନି ରଥରେ ପୁରୀର ଗଜପତି ମହାରାଜା ଛେରା ପହଁରା କରିଛନ୍ତି। ଯାହା ରଥଯାତ୍ରାର ଏକ ପ୍ରମୁଖ ନୀତି । ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ରଥ ଉପରେ ଛେରାପହଁରା…